ଦଣ୍ଡ ଦେଇ ଚତୁରତାର ସହ ଶ୍ରେୟ ନେଲେ ମୁଖ୍ୟମନ୍ତ୍ରୀ

0
    (ଓଡ଼ିଆ ଫାଷ୍ଟ):(ଜିତେନ୍ଦ୍ର ମହାନ୍ତି) ତଲସିରା ରେ ମୁଖ୍ୟମନ୍ତ୍ରୀ ଙ୍କ ସଭାସ୍ଥଳକୁ ଅଣ୍ଡା ମାରି ଗିରଫ ହୋଇଥିବା ରାଜେଶ୍ୱରୀ କମିଲା ଙ୍କୁ ଦଣ୍ଡ ଦେଲେ ଓ ଚତୁର ସହ ଦୋଷ ମୁକ୍ତ ବି ହେଲେ ପ୍ରିୟ ମୁଖ୍ୟମନ୍ତ୍ରୀ । ମାଡ଼ ସହ ଦଫା କହିଲେ ନସରେ ମାତ୍ର ହଠାତ ସବୁ ଦଫା ଉଠାଇନେବା ଏକ ରାଜନୀତି ନା ଆନୁଗତ୍ୟ ସଚିବ ଙ୍କ ଘର ଉପରକୁ ପଥର ମାଡ ର ଭୟ ନା ବିଜେପୁର ଆସନ ହାତଛଡା ହବାର ଚିନ୍ତାରେ ଏଭଳି ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଯାହାହେଉ ଦୀର୍ଘ ୧୨ ଦିନ ପରେ ମା’ କୁ ସମ୍ମାନ କହିବୁଲୁଥିବା ରାଜ୍ୟର ମୁଖିଆ ଙ୍କ ସ୍ଲୋଗାନ ବୋଧହୁଏ ମନେପଡିଯାଇଛି । ହେଲେ କୁନ୍ଦୁଲି କାନ୍ଦୁଛି ଏବଂ କଂଗ୍ରେସ ଓ ବଜେପି ଅଣ୍ଡା ମାଡ ପାଇଁ ଦଣ୍ଡିତ ହୋଇଥିବା କର୍ମୀମାନେ କି ନ୍ୟାୟ ପାଇବେ ତାହନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.