ଓଡ଼ିଶା ଫାଷ୍ଟ : (ଜିତେନ୍ଦ୍ର ମହାନ୍ତି) ଦୀର୍ଘ ଦିନପରେ ଆଜି ସକାଳୁ ଅଗ୍ନିଶ୍ରମ ବିଭାଗ ନେଲା କଡ଼ାପଦକ୍ଷପ ଭୁବନେଶ୍ୱର ରେ ଥିବା ହୋଟେଲ ସୁର୍ୟଂଶର ବେଶମେଣ୍ଟ ରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହାକୁ ସିଲ କରାଯାଇଛି। ପୂର୍ବରୁ ୨୦୧୨ ଏବଂ ୨୦୧୭, ରେ ନୋଟିସ ଦିଆଯାଇଥିଲେ ମଧ୍ୟ ଏହାକୁ ବେଖାତିର କରିଆସୁଥିବା ରୁ ଏହାକୁ ଡିଜି ବିକେ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ପେଶାଲ ଡ୍ରାଇଭ ଆଜି ସିଲ କରିଛି। ଏହି ଟିମ ଆଜି ହୋଟେଲ ଶୀତଳ ସହ ବିଭିନ୍ନ ହୋଟେଲ ଚଢ଼ାଉ ଜାରି ରଖିଛି।