ବିଷାକ୍ତ ମଦ ପିଇ ୧୧ ମୃତ, ୭ ଅସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟପ୍ରଦେଶରେ ଏକ ବିଷାକ୍ତ ମଦ ମୃତ୍ୟୁମାମଲା ସାମନାକୁ ଆସିଛି । ରାଜ୍ୟର ମୋରେନାଠାରେ ବିଷାକ୍ତ ମଦ ପିଇ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ମାନେ ଦୁଇଟି ଅଲଗା ଅଲଗା ଗ୍ରାମର ଅଧିବାସୀ । ସୁନାବଲି ଥାନା ଅଧିନସ୍ଥ ପହାବଲୀ ଗାଁରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ବାଗଚିନି ଅଞ୍ଚଳର ମାନପୁର ଗାଁରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.