ରାଜ୍ୟରେ ସୁସ୍ଥ ହେଲେ ୧୨୫୫ ଜଣ କରୋନା ଆକ୍ରାନ୍ତ

0

ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ଗଞ୍ଜାମରୁ ୪୮୫, ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରର ୧୦୭, ପୁରୀରୁ ୭୫, ମୟୁରଭଞ୍ଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯, କନ୍ଧମାଳରୁ ୨୮, ବାଲେଶ୍ୱରରୁ ୨୭, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୮, ନୟାଗଡ଼ରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡ଼ାରୁ ୬, ଯାଜପୁରରୁ ୫, ଢ଼େଙ୍କାନାଳରୁ ୪, ଝାରସୁଗୁନାରୁ ୩, କେନ୍ଦୁଝରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.