ଜୁଆ ଆଡ୍ଡାରେ ଚଢ଼ାଉ: ୧୩ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କନ୍ଧମାଳ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ ଜାରି ରଖିଛି ଜି.ଉଦୟଗିରି ପୋଲିସ । ଗତ ଦୁଇଦିନ ମଧ୍ୟରେ ଜି.ଉଦୟଗିରିର ହୋଟେଲ ଦିଶା ଓ ଦଣ୍ଡପାଣି ଲର୍ଜ ଉପରେ ପୋଲିସ ଚଢ଼ାଉ କରି ଦୁଇଟି ସ୍ଥାନରୁ ନଗଦ ଏକ ଲକ୍ଷ ୭୫ହଜାର ୩୫୦ଟଙ୍କା ଜବତ କରିବା ସହ ୧୩ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଅଞ୍ଚଳରେ ଜୁଆ ଆଡ୍ଡା ବନ୍ଦ କରାଇବା ଲକ୍ଷ୍ୟରେ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ନରେଶ କୁମାର ସାହୁ ।

Leave A Reply

Your email address will not be published.