ଦଳିତଙ୍କ ଘରେ ଶାହାଙ୍କ ପାଇଁ ୧୭ ପ୍ରକାର ବ୍ୟଞ୍ଜନ

0

ଓଡିଶା ଫାଷ୍ଟ(ବ୍ୟୁରୋ):ବଲାଙ୍ଗୀର ଦେଓଗାଁ କଲୋନିପଡାର ଦଳିତ ପରିବାର ମହେଶ୍ଵର ସୁନାଙ୍କ ଘରେ ଖାଇଲେ ଅମିତ୍ ଶାହା । ବିଜେପି ନେତା ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା , କନକ ବର୍ଦ୍ଧନ ସିଂଦେଓ ଏବଂ ସଙ୍ଗୀତା କୁମାରୀ ସିଂଦେଓ ଉପସ୍ଥିତ ରହିଥିଲେ। ଭାତ, ଡାଲି ,ଟମାଟୋ ଖଟା ,ସାଧା ତରକାରୀ ୨ ପ୍ରକାର, ଶାଗ ୩ ପ୍ରକାର ,ବଡି ୩ ପ୍ରକାର ,ଲଡୁ ଓ ଗହମ ଖିରୀ ଆଦି ୧୭ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.