୧୮ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଦାମଙ୍କ ପୁଅ ହେଲେ ପରାଦୀପରୁ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ପକ୍ଷରୁ ୧୮ଟି ବିଧାନସଭା ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି । ୧୮ଟି ବିଧାନସଭା ଆସନ ମଧ୍ୟରୁ ୯ଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି ।

୧୮ଟି ବିଧାନସଭା ପ୍ରାର୍ଥୀମାନେ ହେଲେ:

ପୁରୀ: ମହେଶ୍ୱର ମହାନ୍ତି

ଜଟଣୀ: ବିଭୁତି ବଳବନ୍ତ ରାୟ

ସୋର: ପର୍ଶୁରାମ ଧଡ଼ା

ତିର୍ତ୍ତୋଲ: ବିଷ୍ଣୁ ଦାସ

ପାରାଦୀପ: ସମ୍ବିତ ରାଉତରାୟ

ବଡ଼ଚଣା: ଅମର ଶତପଥୀ

କଟକ ବାରବାଟୀ: ଦେବାଶିଷ ସାମନ୍ତରାୟ

କଟକ ସଦର: ଚନ୍ଦ୍ରସାରଥୀ ବେହେରା

ସମ୍ବଲପୁର ରେଙ୍ଗାଲି: ରୀନା ତନ୍ତି

ମୟୁରଭଞ୍ଜ ଜସିପୁର: ଗୋଲକ ବିହାରୀ ନାୟକ

ମୟୁରଭଞ୍ଜ ବାଙ୍ଗରିପୋଷି: ସୁଦାମ ମାରାଣ୍ଡି

ମୟୁରଭଞ୍ଜ ସରସକଣା: ଅମର ସିଂ ଟୁଡୁ

ମୟୁରଭଞ୍ଜ ଉଦଳା: ଶ୍ରୀନାଥ ସୋରେନ

ବାଲେଶ୍ଵର: ଜୀବନ ପ୍ରଦୀପ ଦାଶ

ଜଳେଶ୍ବର: ଅଶ୍ୱିନୀ କୁମାର ପାତ୍ର

ବାଲେଶ୍ଵର ବଡ଼ସାହି: ବୃନ୍ଦାବନ ଦାସ

ଭଦ୍ରକ: ସଂଜୀବ ମଲ୍ଲିକ

ରାଜନଗର: ଧ୍ରୁବ ସାହୁ

Leave A Reply

Your email address will not be published.