୧୮୦ ଲିଟର ମଦ ଜବତ ୧୧ ଜଣ ଗିରଫ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜଧାନୀ ର ପାତ୍ରପଡ଼ା ଓ ଚନ୍ଦକା ଅଂଚଳରେ ଦୀର୍ଘଦିନ ଧରି ଚୋରା ମଦ କାରବାର ଚାଲିଆସୁଥିଲା। ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୧୮୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବାସହ ୧୧ ଜଣ ଙ୍କୁ ଗିରଫ କରିଛି। ଖୋର୍ଧା ମୋବାଇଲ ସ୍କ୍ବାଡ ଓ କଟକ ଫ୍ଲାଇଂ ସ୍କ୍ବାଡ ମିଳିତ ଚଢ଼ାଉ କରିଥିଲା।

Leave A Reply

Your email address will not be published.