ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ଫଳାଫଳ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ଫଳାଫଳ । ଏଥର ପାସ୍ ହାର ରହିଛି ୭୪.୯୫ ପ୍ରତିଶତ। ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ଭଲ ରହିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଆଗଷ୍ଟ ଶେଷ ସପ୍ତାହରେ କଳା ରେଜଲ୍ଟ ବାହାରିପାରେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୪.୯୫ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ନୟାଗଡ ଜିଲ୍ଲା ଭଲ ରେଜଲ୍ଟ କରିଛି । ଦେଓଗଡ଼ ଜିଲ୍ଲାରେ ସର୍ବନିମ୍ନ ରେଜଲ୍ଟ କରିଥିବବା ଜିଲ୍ଲା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.