ପଢନ୍ତୁ, କିଏ ହେଲେ ୨୧ଲୋକସଭା ଆସନର ବିଜୟୀ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୧୨ଟି, ବିଜେପି ୮ଟି, କଂଗ୍ରେସରୁ ଜଣେ ପ୍ରାଥୀ ବିଜୟ ଲାଭ କରିଛନ୍ତି ।

୨୧ଲୋକସଭା ଆସନର ବିଜୟୀ ପ୍ରାର୍ଥୀମାନେ ହେଲେ:

* ୧. କେନ୍ଦ୍ରାପଡ଼ା: ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତି

* ୨. କୋରାପୁଟ: କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା

* ୩. ନବରଙ୍ଗପୁର: ବିଜେଡ଼ି ପ୍ରାର୍ଥୀ ରମେଶଚନ୍ଦ୍ର ମାଝୀ

* ୪. ବ୍ରହ୍ମପୁର: ବିଜେଡ଼ିି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ

* ୫. ଆସ୍କା: ବିଜେଡ଼ି ପ୍ରାର୍ଥୀ ପ୍ରମୀଳା ବିଶୋଇ

* ୬. କନ୍ଧମାଳ: ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

* ୭. ବଲାଙ୍ଗିର: ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ

* ୮. ବରଗଡ଼: ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ

* ୯. ସୁନ୍ଦରଗଡ଼: ବିଜେପି ପ୍ରାର୍ଥୀ ଜୁଏଲ ଓରାମ

* ୧୦. ସମ୍ବଲପୁର: ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ

* ୧୧. କେନ୍ଦୁଝର: ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ

* ୧୨. ମୟୁରଭଞ୍ଜ: ବିଜେପି ପ୍ରାର୍ଥୀ ବିଶ୍ୱେଶର ଟୁଡ଼ୁ

* ୧୩. ବାଲେଶ୍ୱର: ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ

* ୧୪. ଭଦ୍ରକ: ବିଜେଡ଼ି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ

* ୧୫. ଯାଜପୁର: ବିଜେଡ଼ିି ପ୍ରାର୍ଥୀ ଶର୍ମୀଷ୍ଠା ସେଠୀ

* ୧୬. ପୁରୀ: ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର

* ୧୭. ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ

* ୧୮. କଟକ: ବିଜେଡ଼ି ପ୍ରାର୍ଥୀ ଭର୍ତ୍ତୃହରୀ ମହାତାବ

* ୧୯. ଢ଼େଙ୍କାନାଳ: ବିଜେଡ଼ିି ପ୍ରାର୍ଥୀ ମହେଶ ସାହୁ

* ୨୦. କଳାହାଣ୍ଡି: ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା

* ୨୧. ଜଗତସିଂହପୁର: ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ

Leave A Reply

Your email address will not be published.