ଦୁଇ ବାଇକ ଧକ୍କା, ୩ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋରାପୁଟ ଜିଲ୍ଲା କୋଟପାଡ ଥାନା ଡାବୁଗୁଡା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ଜୟପୁର ଫୁଲବାଡ ଗ୍ରାମର ଡମ୍ବରୁ ମୁଦୁଲି, କୋଟପାଡ ବ୍ଲକ୍ ବବେଇଆ ଗ୍ରାମର ସୁନାଧର ମାଝୀ ଏବଂ ପଦ୍ନନ ଭାତ୍ରା। ଖବରପାଇ କୋଟପାଡ ଥାନା ଏସଆଇ ନିରୋଧ କୁମାର ବାଘ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.