୩ ଲୋକସଭା, ୧୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିର ୩ଟି ଲୋକସଭା ଓ ୧୧ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ।

ବିଜେପି ୩ ଲୋକସଭା ପ୍ରାର୍ଥୀ ହେଲେ :

ଭଦ୍ରକ: ଅଭିମନ୍ୟୁ ସେଠୀ

ଯାଜପୁର: ଅମୀୟ ମଲ୍ଲିକ

ମୟୁରଭଞ୍ଜ: ଇଂ ବିଶ୍ୱେଶ୍ୱର ଟୁଡୁ

ବିଜେପି ୧୧ ବିଧାନସଭା ପ୍ରାର୍ଥୀ ହେଲେ :

ପାଟକୁରା: ବିଜୟ ମହାପାତ୍ର

ଭୁବନେଶ୍ୱର ଉତ୍ତର: ଅପରାଜିତା ମହାନ୍ତି

ଆନ୍ଦପୁର: ଆଲୋକ ସେଠୀ

ରାଇରଙ୍ଗପୁର: ନବ ଚରଣ ମାଝି

ମୋରଡା: କୃଷ୍ଣ ଚନ୍ଦ୍ର ମହାପାତ୍ର

ପୁରୀ: ଜୟନ୍ତ ଷଡଙ୍ଗୀ

ନୀଳଗିରି: ସୁକାନ୍ତ ନାୟକ

ଆଠମଲ୍ଲିକ: ଭାଗିରଥି ପ୍ରଧାନ

ବାଙ୍କୀ: ଶୁଭ୍ରାଂଶୁ ଶେଖର ପାଢ଼ୀ

ଆଠଗଡ଼: ବ୍ରଜେନ୍ଦ୍ର ରାୟ

ମହାକାଳପଡ଼ା: ବିଜୟ ପ୍ରଧାନ

ବିଜୟ ମହାପାତ୍ର ପଟକୁରରୁ ବିଜେପି ପ୍ରାର୍ଥୀ ହେବା ବୋଲି ଦୁଇସପ୍ତାହ ପୂର୍ବରୁ ଓଡ଼ିଶା ଫାଷ୍ଟ ପୂର୍ବାନୁମାନ କରିଥିଲା ।

Leave A Reply

Your email address will not be published.