ଦିନ ଗୋଟାଏ ସୁଦ୍ଧା ୩୪% ଭୋଟ୍, ଭୁବନେଶ୍ୱରରେ ସବୁଠାରୁ କମ ଭୋଟିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ ଗୋଟାଏ ସୁଦ୍ଧା ୩୪% ଭୋଟ୍ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ୩ୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ପ୍ରତିଶତ :

ଭୁବନେଶ୍ୱରରେ- ୨୦%

କଟକ- ୩୩%

ପୁରୀ- ୩୩%

ସମ୍ବଲପୁର- ୩୦%

ଢେଙ୍କାନାଳ- ୩୩%

କେନ୍ଦୁଝର- ୩୫%

ରାଜ୍ୟରେ ଚାଲୁଥିବା ୩ୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦୁଝର ଜିଲ୍ଲାରେ ସବୁଠାରୁ ଅଧିକ ୩୫% ଭୋଟିଂ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ କମ ୨୦% ଭୋଟିଂ ହୋଇଛି ।

Leave A Reply

Your email address will not be published.