ପାରାଦୀପରେ ୫ଟି ସଚି, ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରର ସ୍ଥିତି ସମୀକ୍ଷା କଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପାରାଦୀପରେ ପହଞ୍ଚିଥିବା ଜଣାଯାଇଛି| ସକାଳୁ ଅଚାନକ ଗସ୍ତରେ ଆସି ସ୍ଥାନୀୟ ନେହେରୁ ବଙ୍ଗଳା ନିକଟରୁ ଏକ ସ୍ଵତନ୍ତ୍ର ବୋଟ୍ ଯୋଗେ ମୁହାଣ ମୁହଁ ନିକଟ ମହାନଦୀରେ ସ୍ଥିତି ପରଖିଥିବାର ସୂଚନା ମିଳିଛିl ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଓ ଇଫକୋର ନିର୍ମାଣାଧୀନ ଜେଟୀର ସ୍ଥିତି ସମୀକ୍ଷା କରୁଥିବା ଜଣାପଡ଼ିଛି|

ତାଙ୍କ ସହ ପରିବହନ କମିସନର ମନୋଜ ମିଶ୍ର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାଏ ପ୍ରମୁଖ ଯାଇଥିବା ଜଣାପଡ଼ିଛି |

bjd
Sikshaya
ruchi

Leave A Reply

Your email address will not be published.