୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । କିଏ ହେଲେ କେଉଁଠୁ ଜଣାନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

୭ ଲୋକସଭା ପ୍ରାର୍ଥୀମାନେ ହେଲେ :

ପୁରୀ: ସତ୍ୟପ୍ରକାଶ ନାୟକ

ବାଲେଶ୍ୱର: ନବଜ୍ୟୋତି ପଟ୍ଟନାୟକ

ଢେଙ୍କାନାଳ: କାମାକ୍ଷା ପ୍ରସାଦ ସିଂଦେଓ

କେନ୍ଦ୍ରାପଡା: ଧରଣୀଧର ନାୟକ

ଜଗତସିଂହପୁର: ପ୍ରତିମା ମଲ୍ଲିକ

କେନ୍ଦୁଝର: ଫକୀର ମୋହନ ନାୟକ

ଭଦ୍ରକ: ମଧୁମିତା ସେଠୀ

୨୦ ବିଧାନସଭା ପ୍ରାର୍ଥୀମାନେ ହେଲେ :

ପୁରୀ: ଅରୋ ପ୍ରସାଦ ମିଶ୍ର

ତେଲକୋଇ: ମୋହନ ହେମ୍ରମ

ପାଟଣା: ଗୋପେଶ୍ୱର ନାୟକ

ଉଦଳା: ବେଣୁଧର ମହାପାତ୍ର

ଜସିପୁର: ମହେନ୍ଦ୍ର ନାୟକ

ବାରିପଦା: ଦଶରଥ ଷଡଙ୍ଗୀ

ଭୋଗରାଇ: ସତ୍ୟଶିବ ଦାସ

ବସ୍ତା: ବିଜନ ନାୟକ

ରେମୁଣା: ପ୍ରତାପ ସେଠୀ

ବାସୁଦେବପୁର: ଅଶୋକ କୁମାର ଦାସ

ଧାମନଗର: ବିଦ୍ୟାଧର ଜେନା

ବିଂଝାରପୁର: ମନୋରଞ୍ଜନ ଦାସ

ବରି: ଉମେଶ ଜେନା

ସୁକିନ୍ଦା: ଶରତ ରାଉତ

ନିଆଳି: ମମତା ଭୋଇ

ପାଟକୁରା: ଜୟନ୍ତ ମହାନ୍ତି

ପରଜଙ୍ଗ: ଯସଶ୍ୱିନୀ ରାଉତ

ମାହଙ୍ଗା: ଦେବେନ୍ଦ୍ର ସାହୁ

ତିର୍ତ୍ତଲ: ବିଭୁପ୍ରସାଦ ତରାଇ

ନୟାଗଡ଼: ମନୋଜ କୁମାର ସାହୁ

Leave A Reply

Your email address will not be published.