ବଜ୍ରପାତ ରେ ୮ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ବଜ୍ରପାତରେ ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୩ ଜଣଙ୍କ , ବୈଶିଙ୍ଗା ବ୍ଲକ୍‌ ବଡ଼ଶାଳ ଗାଁରେ ଜଣଙ୍କ ଓ ଖୋର୍ଦ୍ଧା ଜିଲ୍ଲା ମାଣିକପୁରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଛୁରୁଣୀ ପଦ୍ମଲୋଚନ ହାଇସ୍କୁଲର ଜଣେ ଛାତ୍ରୀ ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି।

Sikshaya
Leave A Reply

Your email address will not be published.