କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ

0

ଓଡିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ତରଫରୁ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:

ଭଣ୍ଡାରିପୋଖରୀ: ନିରଞ୍ଜନ ପଟ୍ଟନାୟକ

ଭଦ୍ରକ: ନାଳିନିକାନ୍ତ ମହାନ୍ତି

ବଡଚଣା: ସୀତାକାନ୍ତ ମହାପାତ୍ର

ଧର୍ମଶାଳା: କିଷାନ ପଣ୍ଡା

ସାଲେପୁର: ରବୀନ୍ଦ୍ରନାଥ କର

ମହାକାଳପଡା: ବିଭ୍ରାଂଶୁ ଶେଖର ଲେଙ୍କା

ତିର୍ତ୍ତୋଲ: ଦେବୀ ପ୍ରସାଦ ମଲ୍ଲିକ

ବାଲିକୁଦା ଏରସମା: ଲଲାଟେନ୍ଦୁ ମହାପାତ୍ର

ନିମାପଡା: ସତ୍ୟବ୍ରତ ପାତ୍ର

Leave A Reply

Your email address will not be published.