୨୪ଟି ଚୋରା ବାଇକ୍ ଜବତ, ୪ ଅଭିଯୁକ୍ତ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ବ୍ରହ୍ମଗିରି ଅଞ୍ଚଳରୁ ୨୪ଟି ଚୋରା ବାଇକ୍ ଜବତ କରିଛି ପୋଲିସ । ଏହାସହ ୪ ଜଣଙ୍କୁ ଗିରଫ କରିଛି । ବ୍ରହ୍ମଗିରିର ବାରବାଟୀ, ରେଣ୍ଢା, ନହରପଦା ଏବଂ ମିର୍ଜାପୁର ଅଂଚଳରୁ ଏହି ବାଇକ୍ ସବୁ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ବାଇକ୍ ଚୋରି ଅଭିଯୋଗରେ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.