କୋରୋନା ସଚେତନତା ନେଇ ବାଲୁକା କଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋରୋନା ଭାଇରସ ଭାରତରେ ବ୍ୟାପିବା ଆରମ୍ଭ କରିଛି। ତେବେ ଏଥିରେ ଅତ୍ୟଧିକ ଭୟଭୀତ ନ ହୋଇ ସଚେତନ ହେଲେ କୋରୋନା କବଳରୁ ମୁକ୍ତ ହୋଇ ପାରିବା ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ବାର୍ତା ଦେଇଛନ୍ତି ।ବିଶେଷ କରି ସବୁବେଳେ ହାତ ଧୋଇବା ନେଇ ସେ ଲୋକଙ୍କୁ ବାଲୁକା କଳାରେ ସଚେତନ କରିଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଲେଟସ ପ୍ଲେ ଆୱାର ରୋଲ, ଡୁ ନଟ ପାନିକ କୋଭିଡ ୧୯’ ଲେଖି ସାରା ବିଶ୍ୱକୁ ଏହା କହିଛନ୍ତି ସେ ।ବିଶେଷ କରି ସବୁବେଳେ ହାତ ଧୋଇବା ନେଇ ସେ ଲୋକଙ୍କୁ ବାଲୁକା କଳାରେ ସଚେତନ କରିଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଲେଟସ ପ୍ଲେ ଆୱାର ରୋଲ, ଡୁ ନଟ ପାନିକ କୋଭିଡ ୧୯’ ଲେଖି ସାରା ବିଶ୍ୱକୁ ଏହା କହିଛନ୍ତି ସେ ।

Leave A Reply

Your email address will not be published.