ମଞ୍ଚ ନାଟକକୁ ଅନୁମତି ଦାବି କରି ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେଲେ କଳାକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସହ ଲଢେଇ କରୁଛି ଦେଶ। ଅର୍ଥନୈତିକ ଗତିବିଧିକୁ ସରକାର ଅନୁମତି ଦେଇଥିଲେ ବି ଏ ଯାଏଁ ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି । ମଞ୍ଚ ଓ ଥିଏଟରକୁ ସରକାର ଏ ଯାଏଁ ଅନୁମତି ଦେଇନାହାନ୍ତି ।

ଖୁବଶୀଘ୍ର ମଞ୍ଚ ନାଟକକୁ ଅନୁମତି ଦାବି କରି ଧାରଣା ଦେଇଛନ୍ତି କଳାକାର । ଏ ନେଇ ଥିଏଟର କଳାକାର ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୁଃସ୍ଥ କଳାକାରଙ୍କୁ ସହଯୋଗ କରିବାକୁ ବି ସେମାନେ ସରକାରଙ୍କୁ କରିଛନ୍ତି।

Leave A Reply

Your email address will not be published.