ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ଲୋକାର୍ପିତ କଲେ ମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳନ ଅବସରରେ ଶନିବାର କୃଷି ଭବନ ଠାରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ପତାକା ଦେଖାଇ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାରର ଶୁଭାରମ୍ଭ କରିଥିଲେ। ୧୩ ଗୋଟି ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାରକୁ ରାଜ୍ୟର ଚାଷିମାନଙ୍କ ନିମନ୍ତେ ଲୋକାର୍ପିତ କରାଯାଇଛି।

Leave A Reply

Your email address will not be published.