କୋରେଇରୁ ଲଢ଼ିବେ ଅଶୋକ ବଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କୋରେଇ ଆସନରୁ ଏଥର ପ୍ରାର୍ଥୀ ହେବେ ଅଶୋକ ବଳ । ପ୍ରଣବ ପ୍ରକାଶ ଦାସ(ବବି) ଅଶୋକ ବଳଙ୍କୁ ପ୍ରାୟ ଆଠ, ନଅ ମାସ ତଳେ ଆଣି ବିଜେଡିରେ ମିଶାଇ ଥିଲେ । ସେହିଦିନଠାରୁ ଜଣାପଡିଥିଲା ଏକ ସମାନ୍ତରାଳ ସମିକରଣ ବିଜେଡିରେ ଗଢି ଉଠୁଛି ।

ଯଦି ବିଜେଡିରେ ଦେବାଶିଷ ନାୟକଙ୍କ ଟିକେଟ କଟିଯାଇ ପାରିଲା ତେବେ ଆକାଶ ଦାସ ନାୟକ ଙ୍କ ଟିକେଟ କଟିବ ଏଥିରେ ଆଶ୍ଚର୍ଯ୍ୟ ହେବା କୌଣସି କଥା ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ଅଶୋକ ବିଜେଡିରେ ଯୋଗ ଦେବାପରେ ଅନେକ ଦଳୀୟ କାର୍ଯ୍ୟକ୍ରମରେ ସେ ସକ୍ରିୟ ରୂପେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.