ଆଖିବୁଜିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା କରୋନା ଆକ୍ରାନ୍ତ

0

କଟକ, (ଓଡ଼ିଶା ଫାଷ୍ଟ ବ୍ୟୁରୋ) ଟାଙ୍ଗୀ ଡ୍ରିମ୍ସ କୋଭିଡ କେୟାର ସେଣ୍ଟରେ ନିଜ ବେକରେ ଛୁରୀ ଭୁଷି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଆଜି କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗତ ୨ ଦିନ ତଳେ ସେ କୌଣସି କାରଣରୁ ଏକ ଛୁରୀ ନିଜ ବେକରେ ଭୁଷି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଚୌଦ୍ୱାର ଅଞ୍ଚଳର ସୁକୁମାର ସୁବୁଦ୍ଧିରାୟ ।

Leave A Reply

Your email address will not be published.