ବିନା ଇଞ୍ଜିନରେ ୧୩କିଲୋମିଟର ଗଡ଼ିଗଲା ଟ୍ରେନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଟ୍ରେନଇଞ୍ଜିନ ବଗି ଛାଡି ପଳାଇଲା ଭଳି ଅଭାବନୀୟ ଘଟଣା ଟିଟିଲାଗଡ଼ ଷ୍ଟେସନରେ ଦେଖିବାକୁ ମିଳିଛି।ଟିଟିଲାଗଡ଼ ଠାରେ ପୁରୀ -ଅହମଦବାଦ ଏକ୍ସପ୍ରେସ ଇଞ୍ଜିନ ବଦଳ ବେଳେ ହଟାତ ଟ୍ରେନଟି ପଛକୁ କେସିଙ୍ଗା ଆଡ଼କୁ ଗଡ଼ିବା ଆରମ୍ଭ କରିଥିଲା।ଲୋକମାନେ ଆତଙ୍କିତ ହୋଇପଡି କାନ୍ଦ…

ନବୀନଙ୍କ ପାଇଁ ବଦଳିବେ ଦୁଇ ଦଳର ମୁଖିଆ

ଓଡିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଏକ ବର୍ଷ ରୁ କମ ସମୟ ରହିଲା ବେଳେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ରେ ଅଣ୍ଟା ଭିଡ଼ିଲେଣି। ବିଜେଡ଼ି ଅନ୍ୟ ଦଳର ନେତା ଗୋଟାଇ ନିଜ ଦଳରେ ମିଶାଉ ଥିବାବେଳେ ଆଉ କିଏ କେନ୍ଦ୍ରରୁ ନେତା ଆଣି ସଭା କରୁଛନ୍ତି ତ ଅନ୍ୟ କିଏ…

ନାର୍କୋଟିକ ବିଭାଗର ୩ଜଣ ସିବିଆଇ ଦ୍ୱାରା ଗିରଫ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଓଡିଶା ଫାଷ୍ଟ(ବ୍ୟୁରୋ): ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନାର୍କୋଟିକ ବିଭାଗର ୩ ଜଣଙ୍କୁ ସିବିଆଇ ଗିରଫ କରିଛି । ଗୁଇନ୍ଦା ଅଧିକାରୀ ଜ୍ଞାନପ୍ରକାଶ, ସତୀଶ କୁମାର ଓ କନଷ୍ଟେବଲ ଏଏସ କୁଜରି । ୩ଜଣଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରି ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ ଜଜଙ୍କ…

ଏଣିକି ବୟାନ ବଦଳେଇ ପାରିବେନି ଅପରାଧୀ

ଓଡିଶା ଫାଷ୍ଟ(ବ୍ୟୁରୋ):ବୟାନ ରେକର୍ଡ଼ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଅଭିଯୁକ୍ତଙ୍କ ଅଡିଓ ଓ ଭିଡ଼ିଓ ବୟାନ୍‌ ରେକର୍ଡ଼ କରିବାକୁ ଦ୍ୱୈତ ନଗରୀର ସମସ୍ତ ଥାନାରେ ଏକ୍ସଜାମିନେସନ ସେଲ ଖୋଲାଯିବ। ଆଉ ବାରମ୍ୱାର ବୟାନ ରେକର୍ଡ଼ କରିବାକୁ ଅଭିଯୁକ୍ତଙ୍କୁ ଡକାଯିବ ନାହିଁ। ଆଜି ଭୁବନେଶ୍ୱର…

ସଲମାନଙ୍କୁ ୫ ବର୍ଷ ଜେଲ

ଓଡିଶା ଫାଷ୍ଟ(ବ୍ୟୁରୋ): ସଲମାନ ଖାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯୋଧପୁର କୋର୍ଟ । ୫ ବର୍ଷ ସଜା କାଟିବା ସହ ତାଙ୍କୁ ୧୦ ହଜାର ଟଙ୍କ ଜୋରିମାନା ଦେବାକୁ ପଡ଼ିବ । ଆଜି ପାଇଁ ସଲମାନ୍ ଖାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯିବ । ସଲମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଜେଲ ପଠାଯିବ ।…

ଆଇ ଆଇ ସି ଙ୍କ ନାଁରେ ୱାରେଣ୍ଟ

ଓଡିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ଓଉପଦା ଥାନା ଇନ୍ସପେକ୍ଟର ତଥା ପୂର୍ବତନ ନୂଆପଲ୍ଲୀ ଥାନା ସିନିୟର ସବ-ଇନ୍ସପେକ୍ଟର ଗଣେଷ ପ୍ରଧାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଶ୍ରୀ ପ୍ରଧାନଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି…

ଦଳିତଙ୍କ ଘରେ ଶାହାଙ୍କ ପାଇଁ ୧୭ ପ୍ରକାର ବ୍ୟଞ୍ଜନ

ଓଡିଶା ଫାଷ୍ଟ(ବ୍ୟୁରୋ):ବଲାଙ୍ଗୀର ଦେଓଗାଁ କଲୋନିପଡାର ଦଳିତ ପରିବାର ମହେଶ୍ଵର ସୁନାଙ୍କ ଘରେ ଖାଇଲେ ଅମିତ୍ ଶାହା । ବିଜେପି ନେତା ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା , କନକ ବର୍ଦ୍ଧନ ସିଂଦେଓ ଏବଂ ସଙ୍ଗୀତା କୁମାରୀ ସିଂଦେଓ ଉପସ୍ଥିତ ରହିଥିଲେ।…

ନିଶାସକ୍ତ ଯୁବତୀଙ୍କ ଉନ୍ମକ୍ତ କାଣ୍ଡ

ଓଡିଶା ଫାଷ୍ଟ(ବ୍ୟୁରୋ): ଜଣେ ନିଶାସକ୍ତ ଯୁବତୀ ସାମାନ୍ୟ କଥାକୁ କେନ୍ଦ୍ର କରି ହେଲମେଟ ରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ମହେଶ ନାମଦେବ ନାମକ ଏହି ଯୁବକ ଏକ ଘରୋଇ ସଂସ୍ଥାର କର୍ମଚାରୀ। ଆକ୍ରମଣରେ ମହେଶଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି।…

ଯଶୋବନ୍ତ ହତ୍ୟାକାଣ୍ଡର ୮ ଅଭିଯୁକ୍ତ ଗିରଫ

ଓଡିଶା ଫାଷ୍ଟ(ବ୍ୟୁରୋ): ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡ ଭିଆଇଥିବା ୪ ଅଭିଯୁକ୍ତଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରିଥିବା ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋଟିକୁ ପୋଲିସ ରାମିଆଳ ନଦୀକୂଳରୁ ଜବତ କରି ଜାଣିବାକୁ ପାଇଥିଲା ଯେ ଏହି ଗାଡିଟି…

ରାଜ୍ୟସଭାରେ ଓଡ଼ିଶାର ତିନି ନୂଆ ଚେହେରା

ଓଡିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଓଡିଶାର ୩ ଜଣ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶପଥ ପାଠ କରାଇଛନ୍ତି। ତିନି ଜଣ ଓଡ଼ିଆ ସାଂସଦ ଓଡ଼ିଆ ଭାଷାରେ…