ଏମସିଏକ୍ସରେ କମିଲା ସୁନା ଓ ରୂପା ଦର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ସୁନା ଦରରେ ୦.୦୫ ପ୍ରତିଶତ ହ୍ରାସ ହୋଇଥିବା ବେଳେ ରୂପା ଦରରେ ୦.୩୯ ପ୍ରତିଶତ ହ୍ରାସ ଘଟିଛି। ଏଥିସହ ସୁନା ଦର ପ୍ରତି ୧୦ ଗ୍ରାମରେ ୪୯,୧୧୬ ଟଙ୍କାକୁ ଓ ରୂପା ଦର ପ୍ରତି…