ଅଡୁଆରେ ବର୍ଷା ପ୍ରିୟଦର୍ଶିନୀ

0

ଅନୁଭବ- ବର୍ଷା କଳି ଥମି ନଥିବା ବେଳେ ଆଉ ମାମଲାରେ ଛନ୍ଧି ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ବର୍ଷା। ଜାତିଆଣ ଆକ୍ଷେପ କରିବା ଅଭିଯୋଗ ଆଧାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ ହୋଇଛି । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ଜାରି ହୋଇଥିବା ଚର୍ଚ୍ଚା ଜେରା।

ସୂଚନା ମୁତାବିକ, ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁଃବ୍ୟବହାର କରାଯାଇଛି । ତେବେ ଏହି ମାମଲାରେ ବର୍ଷାଙ୍କ ସହିତ ତାଙ୍କ ଝିଆରୀ ଏବଂ ତାଙ୍କ ମା’ ନାରେ ଦିଲ୍ଲୀ ପୋଲିସ ସମନ ଜାରି କରିଛି।

SOA post below
Leave a comment