ବଦଳିଲା ବେଗୁନିଆ କଂଗ୍ରେସ ପ୍ରାର୍ଥୀ, ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଆଜି ସନ୍ଧ୍ୟାରେ ଘୋଷଣା କଲା କଂଗ୍ରେସ ।

କଂଗ୍ରେସ ଲୋକସଭା ପ୍ରାର୍ଥୀ ହେଲେ:

ସମ୍ବଲପୁର: ଶରତ ପଟ୍ଟନାୟକ

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:

ଭୁବନେଶ୍ୱର ମଧ୍ୟମ: ରାଜୀବ ପଟ୍ଟନାୟକ

ଭୁବନେଶ୍ୱର ଉତ୍ତର: ଇତୀଶ ପ୍ରଧାନ

ଜୟଦେବ: ସୁକାନ୍ତ ତିଆଡି ଭୋଇ

ବେଗୁନିଆ: ପ୍ରଦୀପ ସାହୁ

ଚିଲିକା: ପ୍ରଦୀପ ସ୍ୱାଇଁ

ଘଷିପୁରା: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ସମ୍ବଲପୁର: ଡା. ଅଶ୍ୱିନୀ ପୂଜାହାରୀ

କଟକ- ଚୌଦ୍ୱାର: ଜଗଦୀଶ ମହାନ୍ତି

କଟକ ସଦର: ଅଭିଷେକ ମହାନନ୍ଦ

କଂଗ୍ରେସ ତା’ର ବେଗୁନିଆ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ପୁଅ ପୃଥ୍ଵୀବଲ୍ଲଭ ଙ୍କ ବଦଳରେ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଛି । ଗତକାଲି ପୃଥ୍ଵୀବଲ୍ଲଭଙ୍କ ନାମ ବେଗୁନିଆ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ସେ ନିର୍ବାଚନ ନଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

Leave A Reply

Your email address will not be published.