ଆପଣମାନଙ୍କ ମଧ୍ୟରୁ ଅନେକ ଭୂତ ପ୍ରେତକୁ ବିଶ୍ୱାସ କରନ୍ତି ଆଉ ଅନେକ ନୁହେଁ।କିନ୍ତୁ ପ୍ରାୟତଃ ଦେଖାଯାଏ ଅନେକଙ୍କୁ ଭୂତ ଲାଗିଥାଏ।ଆଜି ଆମେ ଜାଣିବା ଯଦି ଦେହରେ ଭୂତ ଲାଗେ ତେବେ କଣ କରିବେ ଜାଣି ରଖନ୍ତୁ।
ସଜନା ଗଛକୁ ପ୍ରେତ ବୃକ୍ଷ ବୋଲି କୁହାଯାଏ।କାରଣ ଯେତେବେଳେ କୌଣସି ଲୋକଙ୍କ ଦେହରେ ଭୂତ ଆକ୍ରମଣ କରେ ଆପଣମାନେ ଦେଖିଥିବେ ଯଦି ତାଙ୍କୁ କେହି ଝାଡ଼ିବା ପାଇଁ ଆସନ୍ତି ତେବେ କଣ କରନ୍ତି?ସଜନା ଗଛର ଛେଲି ଆଣି ତାର ରସ ଚିପୁଡ଼ି ସେ ରସ ନାକରେ ଚିପୁଡିଲେ ଭୂତ ଛାଡ଼ି ପଳେଇବ। ସଜନା ଗଛ ଘର ପାଖରେ ରହିବା ମଧ୍ୟ କ୍ଷତିକାରକ କାରଣ ସଜନା ଗଛରେ ପ୍ରେତ ମନେ ରହନ୍ତି।
“ଅଗ୍ନି ତ୍ରୟୋ ଜଳେ ପଞ୍ଚୋ ଗୃହଣି ତ୍ରିବେରାତ୍ରଣୀ”
ଏକାଦଶୀ ଅର୍ଦ୍ଧ ରାତ୍ରି ପ୍ରେତ ଯାଆନ୍ତି ଜମାଳୟ।ଯେମିତି ସଂବାଳୁଆ ପୋକ ସଜନା ଗଛରେ ରହିବାକୁ ଭଲ ପାଏ।ଠିକ୍ ସେଭଳି ପ୍ରେତ ମାନଙ୍କର ଅତୃପ୍ତ ଆତ୍ମା ମାନେ ସଜନା ଗଛରେ ରହିବାକୁ ଭଲ ପାଆନ୍ତି।
ବି ଦ୍ର:- ଭୂତ କାଳ୍ପନିକ ଏବଂ ଆମେ ମଧ୍ୟ ଏହାକୁ ବିଶ୍ୱାସ କରୁନାହୁ। ଆମେ କେବଳ କିଛି ପୁସ୍ତକ କୁ ଡିଜିଟାଲ କରିବାକୁ ପ୍ରୟାସ କରୁଛୁ ।

Prev Post