ରାଜ୍ୟସଭା ରେ ବିଜେଡ଼ି ବିଜେପି ଭାଇ ଭାଇ !

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ) ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାର୍ଥି ହରିବଂଶ ଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗ୍ରସ୍ତରୁ ଫେରିବା ପରେ ଏହା ହେବ । ତେବେ ଏହା ଯଦି ସତ୍ୟ ହୁଏ ରାଜ୍ୟସଭା ରେ ବିଜେପି ବିଜେଡ଼ି ଭାଇ ଭାଇ ଓ ଓଡ଼ିଶାରେ ଦୁଇ ସଉତୁଣୀ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୁଖ୍ୟମନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପି ଏ ସାଙ୍ଗମା ଏନଡିଏ ପାର୍ଥି ଙ୍କୁ ସମର୍ଥନ କରିଥିଲେ । ନିତିଶ କୁମାର ମଧ୍ୟ ପି ଏ ସାଙ୍ଗମା ଙ୍କୁ ସମର୍ଥନ କରିଥିଲେ । ଏହି କାରଣ ରୁ ଏହା ସମ୍ଭବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Sikshaya
Leave A Reply

Your email address will not be published.