ଉପନିର୍ବାଚନ ପଞ୍ଚମ ରାଉଣ୍ଡ ଫଳାଫଳ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିଜେପୁର ଉପନିର୍ବାଚନ ର ପଞ୍ଚମ ରାଉଣ୍ଡର ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରୀତା ସାହୁ ୨୮୬୨୧ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୧୬୬୨୮ ଟି ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୭୬୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।ନୋଟା ରେ ଏଯାବତ ୫୯୪ ଭୋଟ ପଡିଛି।

ସୂଚନାଯୋଗ୍ୟଯେ ବିଜେପୁରରେ ୬୫୯୦୭, ଗାଇସିଲଟରେ ୫୬୨୪୯, ବରପାଲିରେ ୪୭୫୬୭, ବରପାଲି ଏନଏସିରେ ୧୧୪୧୭ ଖଣ୍ଡ ମତଦାନ ହୋଇଥିଲା।

Leave A Reply

Your email address will not be published.