ବିଜୁଜନତା ଦଳର ପଞ୍ଚାୟତସ୍ତରର ଗୁରୁତ୍ବପୂର୍ଣ୍ଣ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ଜୟଶୋଳ, ରଘୁନାଥ ପୁରୁ, ଚିକିଣିୟା, ପୁରଣ ଓଡ଼ପଡ଼ା ପଞ୍ଚାୟତ ର ବିଜୁ ଜନତା ଦଳର ପଞ୍ଚାୟତ ସ୍ତରର ଗୁରୁତ୍ବପୂର୍ଣ୍ଣ କର୍ମି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବିଧାନସଭା ଉପନିର୍ବାଚନ ସଠିକ୍ ଭାବରେ ଲଢ଼ିବା ସହିତ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟରେ ଜିତିବା ପାଇଁ ନିବେଦନ କରିଛନ୍ତିି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେ଼ଇ ଓ ସାଲେପୁର ବିଧାୟକ ପ୍ରସାନ୍ତ ବେହେରା ।

Sikhsya
Barta

Leave A Reply

Your email address will not be published.