ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତରେ ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜୁ ଜନତା ଦଳରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ତାଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ତ୍ତିତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥ ପୁରୁ ବ୍ଲକର ପୁରଣ ଓଡ଼ପଡ଼ା ଗ୍ରାମ ପଞ୍ଚାୟତର ସଞ୍ଜୟ ମହାରଣା,ପ୍ରବିର ପଟ୍ଟନାୟକ ଓ ତପନ ସେଷ୍ଠି ବିଜେପି ଓ କଂଗ୍ରେସ ଦଳ ତ୍ୟାଗ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତରେ ବିଧି ବିଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା କହିଛନ୍ତି।

Leave A Reply

Your email address will not be published.