ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହିଇଥିବା ଜଣାପଡିଛି। ସେ ନିଜେ ଏନେଇ ଟୁଇଟ କରି ଜଣାଇଛନ୍ତି । ସେ ଲେଖିଛନ୍ତି , “କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି । ହେଲେ ଆଜି ମୋର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ବରଗଡ଼ ଜିଲ୍ଲାପାଳ ସୂଚନା କରିଛନ୍ତି”। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି । ସୁସ୍ଥ ଅଛି ବୋଲି ସେ ଟୁଇଟରେ ଜଣାଇଛନ୍ତି ।

Leave A Reply

Your email address will not be published.