ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ !

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା। ୯ ଟା ରେ ପିଲାମାନଙ୍କୁ ମିଳଥିଲା ମାତୃଭାଷା ପ୍ରଶ୍ନ ପତ୍ର ମାତ୍ର ଏକ ଘଣ୍ଟା ପରେ ଆଳି ବଜ଼ାର ହ୍ଵାଟ୍ସଆପ ଗ୍ରୁପରେ ଘୁରିବୁଲୁଛି ଏହି ପ୍ରଶ୍ନ ପତ୍ର।

ଏହାକୁ କିଛି ଅଭିଭାବକ ଜେରକ୍ସ କରିନେବା ପାଇଁ ଦୋକାନରେ ଲାଇନ ଲାଗିଥିବା ଜଣାପଡିଛି। ଏ ଲିକ ପ୍ରଶ୍ନ ପତ୍ର ଅସଲି କି ନକଲି ଜଣା ପଡିନାହିଁ।ବୋର୍ଡ ପ୍ରଶ୍ନ ପତ୍ର ପରି ଏହାର କୋଡ଼ ନମ୍ବର ଥିବାରୁ ଏହା ଅସଲି ବୋଲି ସନ୍ଦେହ କରାଯାଉଛି। ଏହାର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ରାଜ୍ୟ ଗଣ ଶିକ୍ଷା ସଚିବ ପଦୀପ୍ତ ମହାପାତ୍ର ପତିକ୍ରିୟା ରଖିଛନ୍ତି ଯେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ ଅନୁସନ୍ଧାନ ପରେ ଏହା ଜଣାପଡିଛି।

Leave A Reply

Your email address will not be published.