ବିଜେପିରେ ଯୋଗ ଦେଲେ ବଲିଉଡ ଷ୍ଟାର ସନି ଦେଓଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଷ୍ଟାର ସନି ଦେଓଲ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରାମ ଓ କେନ୍ଦ୍ର ରେଳମନ୍ତ୍ରୀ ପିଉସ ଗୋୟଲଙ୍କ ଉପସ୍ଥିତିରେ ଆଜି ବଲିଉଡ ଷ୍ଟାର ସନି ଦେଓଲ ବିଜେପିରେ ଯୋଗଦାନ କରିଥିଲେ । ସନି ଦେଓଲ ପଞ୍ଜାବ ଗୁରଦାସପୁର କିମ୍ବା ଚଣ୍ଡୀଗଡ଼ରୁ ବଜେପି ଲୋକସଭା ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.