Browsing Category

Breaking News

ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ, ଚାପି ଦେବାକୁ ଉଦ୍ୟମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଦେଖାଯାଇଛି । ବାର୍ଡ ଫ୍ଲୁ ଦେଖାଯିବା ପରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପକ୍ଷରୁ ବୈଠକ କରାଯାଇଛି । ତେବେ ଏହି ଖବରକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିବାକୁ ଚେଷ୍ଟା କରିଥିବା ଜଣାପଡିଛି ।…

ପୂରା ରାଜ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ପୂରା ରାଜ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…

ଦିଲ୍ଲୀରେ ଗଡ଼ିଲା ଓଡ଼ିଶାର ରୁକୁଣା ରଥ

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା। ତା’ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ତା’ ମଧ୍ୟରେ ଥିଲା ଓଡ଼ିଶାର ପ୍ରଜ୍ଞାପନ…

ମନୋଜ ଦାସଙ୍କୁ ପଦ୍ମଭୂଷଣ, ଓଡ଼ିଶାରୁ ୧୧

ଓଡିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ର ସରକାର ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ l ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ…

ଟଙ୍କା ନେଇ ଆବାସ କରୁନଥିଲେ – ହିତାଧିକାରୀଙ୍କ ଘର ସାମ୍ନାରେ ଧାରଣା ଦେଲେ ବିଡିଓ

ଓଡିଶା ଫାଷ୍ଟ( ବ୍ୟୁରୋ): ପ୍ରଶାସନ ନଶୁଣିଲେ ଜନସାଧାରଣ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଉଥିବା ଆପଣମାନେ ବହୁବାର ଦେଖିଛନ୍ତି। କିନ୍ତୁ ଜନସାଧାରଣଙ୍କ ଘର ସାମ୍ନାରେ ପ୍ରଶାସନ ଧାରଣା ଦେଇଥିବା କେବେ ଦେଖିନଥିଲେ । କିନ୍ତୁ ଏହା ସତ । ଆବାସ ଯୋଜନା ପାଇଁ ଟଙ୍କା ନେଇ ଘର କରୁନଥିବା…

ଭୁଷୁଡିପଡିଲl ଭୁବନେଶ୍ବର ବିମାନ ବନ୍ଦର ଛାତ

ଓଡିଶା ଫାଷ୍ଟ( ବ୍ୟୁରୋ): ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଛାତ ଭୁଷୁଡ଼ିଥିବା ଜଣାପଡିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ…

ଓଡ଼ିଶାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ

ଓଡିଶା ଫାଷ୍ଟ( ବ୍ୟୁରୋ):ଓଡ଼ିଶାରେ ପହଁଚିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଅଂଶଗ୍ରହଣ କରିବେ କେନ୍ଦ୍ରମନ୍ତ୍ରୀ। କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟ ପଥର ସ୍ଥାନରେ ଏଏସଆଇ ସାଧା ପଥର ଲଗାଉଥିବା ନେଇ…

କଳ୍ପନା ଛକ ଫଳ ବଜାରରେ ଅଗ୍ନିକାଣ୍ଡ

ଓଡିଶା ଫାଷ୍ଟ( ବ୍ୟୁରୋ):ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଫଳ ବଜାରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମା’ ତାରିଣୀ ଭେଣ୍ଡିଂ ଜୋନ୍‌ରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି । ୧୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ପୋଲିସ ପହଞ୍ଚି ଘଟଣାର…

ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୬ ଥାକିଆ ହେବ ରିଂ ରୋଡ୍‌

ଓଡିଶା ଫାଷ୍ଟ( ବ୍ୟୁରୋ):ଆଜି ଦିନିଆ କଟକ ଗସ୍ତରେ ଯାଇ ମହାନଦୀର ହାଡ଼ିଆପଠାରେ କିଛି ସ୍ଥାନ ବୁଲିବା ସହ ବିଭିନ୍ନ ବିଭାଗର ପ୍ରସ୍ତାବିତ ପ୍ରକଳ୍ପ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ lଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, କଟକର ରିଂ ରୋଡକୁ ୬ ଥାକିଆ କରାଯିବ। କଟକ ସହରର ଟ୍ରାଫିକ…

ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଫାଷ୍ଟ( ବ୍ୟୁରୋ): ପ୍ରସ୍ତାବିତ ଏସସିବି ମେଡ଼ିକାଲର ବିଶ୍ୱସ୍ତରୀୟ କ୍ୟାମ୍ପସ କରିବା ଓ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ଲାଗି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ସମସ୍ତ…