ବିସିଜେଡ଼ି ର ବିଜେବି କଲେଜ ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ବିଦ୍ୟାଳୟର ୨୦୧୮-୧୯ ଛାତ୍ର ସଂସଦ ନିର୍ବାଚନ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହମତି କ୍ରମେ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର, ପକ୍ଷରୁ ସଭାପତି ଭାବେ ସୌମିତ୍ରୀ ବତ୍ସଳ ଦାଶ ଏବଂ ସମ୍ପାଦକ ରୂପେ ବିଶ୍ୱଜିତ ବିଶ୍ୱାଳଙ୍କୁ ଚୟନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ସଭାପତି କଳ୍ପତରୁ ଓଝାଙ୍କ ତରଫରୁ ଏନେଇ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି ।

Leave A Reply

Your email address will not be published.