କେବେ ଦେଖିଛନ୍ତି ମାଛ-ବିଲେଇ ମଧ୍ୟରେ ସମ୍ପର୍କ ? ଦେଖନ୍ତୁ ଭିଡିଓଟିକୁ

0

ଏଭଳି କିଛି ଜୀବ ଅଛନ୍ତି ତାଙ୍କ ମଧ୍ୟରେ କେବେ ମିତ୍ରତା ହେବା ସ୍ବପ୍ନ ଭଳି ଲାଗିବ l ଯେଭଳି କୁକୁର-ବିଲେଇ, ବିଲେଇ-ମୂଷା, ମୂଷା-ମାଛ l ମାତ୍ର ଆଜି ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବୁ ଯେଉଁଥିରେ ମାଛ ଓ ବିଲେଇ ମଧ୍ୟରେରେ ଏକ ନିବିଡ ସମ୍ପର୍କ ଦେଖିବାକୁ ମିଳିବ l ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ l ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି , ଯେଉଥିଲେ ଏକ ଡ଼ଲଫିନ ମାଛକୁ ଏକ ବିଲେଇ କିସ କରୁଥିବାର ଦୃଶ୍ୟ ଦେଖିବୁ ମିଳୁଛି l ଯାହାକୁ ଲୋକେ ବେଶ ପସନ୍ଦ ମଧ୍ୟ କରୁଛନ୍ତି l ଦେଖନ୍ତୁ ଭିଡିଓ…

SOA post below
Leave a comment