ଇଲେକ୍ସନ ଅଫିସ ରିପୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଭୁବନେଶ୍ୱର ଆସନରେ ବିଜେପି ପ୍ରାର୍ଥୀ ଅଗୁଆ ଥିବାବେଳେ ଅନ୍ୟ ୧୬ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ଚିଫ ଇଲେକ୍ସନ କମିଶନର ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସେହିପରି, ୧୪୬ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୧୧୫, ବିଜେପି ୨୧, କଂଗ୍ରେସ ୮ ଓ ଅନ୍ୟ ୨ଟି ଆସନରେ ଅଗୁଆ ଥିବା ମଧ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.