କଂଗ୍ରେସ କଲା ପୋଲିସ କୁ ଅଣ୍ଡାଭିଷେକ

ରାଜନୀତି

0

(ଓଡିଶା ଫାଷ୍ଟ) (ଜିତେନ୍ଦ୍ର ମହାନ୍ତି) କୁନ୍ଦୁଲି ପିଡିତା କୁ ନ୍ୟାୟ ପାଇଁ କଂଗ୍ରେସ ଆଜି ଅଣ୍ଟା ଭିଡିଥିଲା ଏକ ବିଶାଳ ଶୋଭାଯାତ୍ରା ରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ କାର୍ଯ୍ୟ କାରିଣୀ ସଭାପତି ଲୋକନାଥ ମହାରଥୀ ଙ୍କ ନେତୃତ୍ବରେ କଂଗ୍ରେସ ଭବନ ରୁ ବାହାରି ନବୀନ ନିବାସ ଆଡକୁ ଯାଉଥିଲା । ଶିଶୁଭବନ ଛକ ରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ହେଲେ କଂଗ୍ରେସ କର୍ମୀ । ପୋଲିସ ର ଦୋମୁଁହା ନୀତି ନାରାବାଜି କରି ପୋଲିସ ଉପରକୁ ଅଣ୍ଡାମାଡ କରିଥିଲେ ଏଥିରେ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଅଣ୍ଡା ରେ ସମ୍ପୂର୍ଣ୍ଣ ଗାଧୋଇଯାଇଥିଲେ ପରେ ପୋଲିସ ଶତାଧିକ କର୍ମୀଙ୍କୁ ଗିରଫ କରି ଅଟକ ରଖିଛି ।

Sikshaya
Leave A Reply

Your email address will not be published.