IPLରେ ପ୍ରବେଶ କଲା କରୋନା: କେକେଆର ଦୁଇ ଖେଳାଳି ପଜିଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାରୁ ବାଦ୍ ପଡିନି ଆଇପିଏଲ୍ ମ୍ୟାଚ୍। ଏବେ କୋଲକାତା ନାଇଟ ରାଇଡର୍ସର ଦୁଇଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆଜିର ମ୍ୟାଚକୁ ସ୍ଥଗିତ କରିଛି ବିସିସିଆଇ। ସଂକ୍ରମିତ ଚିହ୍ନଟପରେ ଆଇସୋଲେସନରେ ଅଛନ୍ତି କେକେଆରର ଖେଳାଳି ।

ଏହି ମ୍ୟାଚ କେବେ ଖେଳାଯିବ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଆଇପିଏଲର ୩୦ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଳ୍ ଚାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହେବାର ଥିଲା ।

Leave A Reply

Your email address will not be published.