ଷ୍ଟାଡିୟମରେ ଚାଲିଥିଲା ମ୍ୟାଚ; ଦମ୍ପତି ଏଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରଲ

0

ଏପଟେ ଚାଲିଥିଲା ମ୍ୟାଚ, ସେପଟେ ଏକ ଦମ୍ପତି ଖୋଲା ଷ୍ଟାଡିୟମ୍‌ରେ ଏଭଳି କିଛି ଲଜ୍ଜାଜନକ କାଣ୍ଡ କରି ବସିଥିଲେ ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବି ଏଥିପାଇଁ ଏହି ଦମ୍ପତିଙ୍କୁ ଜେଲ ମଧ୍ୟ ହୋଇପାରେ । ତେବି ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ଅନୁଯାଇ, ଗତ ୨୧ ତାରିଖରେ କାଲିଫର୍ନିଆର ରିଙ୍ଗସେଣ୍ଟ୍ରାଲ କୋଲିଜିୟମ୍‌ ଷ୍ଟାଡିୟମ୍‌ରେ ବେସ୍‌ବଲ ମ୍ୟାଚ୍‌ର ଆୟୋଜନ ହୋଇଥିଲା। କିନ୍ତୁ ଏହି ସମୟରେ ଷ୍ଟାଡିୟମ୍‌ ଅଧା ଖାଲି ଥିଲା ଏବଂ ଷ୍ଟାଣ୍ଡର ଗୋଟିଏ କୋଣରେ ଉକ୍ତ ଦମ୍ପତି ବସିଥିଲେ।

ସୋସିଆଲ ମିଡିଆରେ ୫ ସେକେଣ୍ଡ୍‌ର ଭିଡିଓ ଭାଇରାଲ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ଦର୍ଶକମାନଙ୍କ ଚିୟର୍ସ ଭିତରେ ଦମ୍ପତି ସେକ୍ସ ଆକ୍ଟ କରିବା ଆରମ୍ଭ କରୁଛନ୍ତି।

ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୩ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ୟୁଜର ଲେଖିଛନ୍ତି, ‘ସେମାନଙ୍କ ବାପା, ମାଆ ସେମାନଙ୍କୁ ନେଇ ଗର୍ବ କରୁଥିବେ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଫିଲ୍ଡରୁ ଅଧିକ ଆକ୍ସନ ଷ୍ଟାଣ୍ଡ୍‌ରେ ହେଉଛି’।

ଏବେ ଏହି ମାମଲାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ମାମଲାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦମ୍ପତିଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଏକ ରିପୋର୍ଟ ମୁତାବକ, ଯଦି ଦମ୍ପତି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୬ ମାସ ଜେଲ୍‌ ହୋଇପାରେ ନଚେତ୍‌ ୮୦ ହଜାର ଟଙ୍କା ଜରିମାନା ଲାଗିପାରେ।

SOA post below
Leave a comment