ଅଭାବନୀୟ: ଶ୍ବଶୁରକୁ ପିଟିପିଟି ମାରିଦେଲା ବୋହୂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ବଶୁରକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବୋହୂ। ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ରିଘାଗଡ ଗାଁରେ ଦେଖିବାକୁ ମିଳିଛି।ମୃତକ ହେଲେ ଶ୍ରୀନିବାସ ବେଉରିଆ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଟ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଅଭିଯ଼ୋଗ ପରେ ଅଭିଯୁକ୍ତ ବୋହୁ କବିତା ବେଉରିଆ ରାଜନଗର ଥାନାରେ ଅଟକ ଅଛି ।

Leave A Reply

Your email address will not be published.