Browsing Category

ଅପରାଧ

ଭୁବନେଶ୍ଵରରେ ପୁଣି ସେକ୍ସ ରାକେଟ୍ ଠାବ, ୪ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ଵରରେ ପୁଣି ସେକ୍ସ ରାକେଟ୍ ଠାବ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଏକ ସେକ୍ସ ରାକେଟ୍ ଠାବ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ଵରର ଉପକଣ୍ଠରେ ଥିବା ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏମ୍ସ ନଗରର ଏକ ହୋଟେଲରୁ ସେକ୍ସ ରାକେଟ…

୪ କୋଟି ଠକିଥିବା ଚନ୍ଦ୍ରଶେଖର ଲୁଚିଥିଲେ ଭୁବନେଶ୍ୱର ଅଟଳ ଭବନରେ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ଏମ୍ସର ୪ କୋଟି ୭୬ ଲକ୍ଷ ୪୬ ହଜାର ଠକେଇରେ ସହ ଜଡିତ ଫୁଲବାଣୀର ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟ ଧାରୀ ଚନ୍ଦ୍ରଶେଖର ପଣ୍ଡା ଫେରାର । ପୋଲିସ ଚନ୍ଦ୍ରଶେଖରଙ୍କୁ ଖୋଜୁଥିବା ବେଳ ଉତ୍କଳ କେମିଷ୍ଟ ଅଣ୍ଡ ଡ୍ରଗିଷ୍ଟ ଆସୋସିଏସନ(ୟୁସିଡିଏ)ର ସମ୍ପାଦକ ପ୍ରଶାନ୍ତ…

ଫେକ ଆକାଉଣ୍ଟ ନେଇ ପୋଲିସରେ ଅଭିଯୋଗ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଖୋଲାଯାଇଛି ଫେକ ଆକାଉଣ୍ଟ । ଏହାକୁ ନେଇ ଶ୍ରୀ ବର୍ମା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଭିଯୋଗ ମୁତାବକ, କୌଣସି ମନ୍ଦ ଉଦ୍ଦେଶ୍ୟ…

ପ୍ରେମିକାଙ୍କ ଏସିଡ ମାଡକୁ ନେଇ ଚାଞ୍ଚଲ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକ ଓ ପ୍ରେମିକାଙ୍କ କଳହର କରୁଣ ପରିଣତି । କଟକ ଜଗତପୁର ଅଞ୍ଚଳର ଶିକାରୀପୁରରେ ଜନୈକ ପ୍ରେମିକା ନିଜେ ପ୍ରେମିକ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ ଆସିଛି । ଏହି ଏସିଡ ମାଡ଼ରେ ପ୍ରେମିକ ଅଲେଖ ବାରିକ ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି…

ରାୟଗଡା ଏନକାଉଣ୍ଟରରେ ଅଭିଯୁକ୍ତ ସହ ଦୁଇ ପୁଲିସ ଅଧିକାରୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ହଡପା ଶିବାକୁ ଏନକାଉଣ୍ଟର କରିଛି ରାୟଗଡା ପୋଲିସ । ଶିବା ଅନେକ ଦିନରୁ ଅପରାଧ ଜଗତରେ କାୟାବିସ୍ତାର କରି ରହିଥିଲା । ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ଏନକାଉଣ୍ଟରରେ ପୋଲିସ ଏସ.ଆଇ ରିଗଲ କିଣ୍ଡୋ ଓ ଜଣେ କନଷ୍ଟେବଳ ମଧ୍ୟ ଆହତ…

ମାଓବାଦୀ ପରିଚୟ ଦେଇ ମାଗିଲେ ୫୦ଲକ୍ଷ ଟଙ୍କା

ଓଡିଶା ଫାଷ୍ଟ(ବ୍ୟୁରୋ): ନିଜକୁ ମାଓବାଦୀ ପରିଚୟ ଦେଇ ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ ମାଗିଲେ ୫୦ ଲକ୍ଷ ଟଙ୍କା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏଘଟଣାରେ ପୋଲିସ ୫ଜଣକୁ ଗିରଫ କରିଛି । ସୂଚନା ଅନୁଯାୟୀ, କିଛି ବ୍ୟକ୍ତି…

୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜାଲ ନୋଟ ଜବତ, ଜଣେ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ସୁନାମୁଦି ଗାଁ ଅଞ୍ଚଳର ଏକ ଭଡା ଘରୁ ପୋଲିସ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ ନୋଟ ଜବତ କରିବା ଯାହା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଟିକିରି ଥାନା ଅଧିନସ୍ଥ ସୁନାମୁଦି ଗାଁରେ ଦେବ ଯୋହନ ନାୟକ…

ଭୁବନେଶ୍ୱର ଉପକଣ୍ଠରେ ଗୁଳିମାଡ, ପୁଅ ମୃତ ବାପା ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ହୋଇଛି ଗୁଳିମାଡ । ଗୁଳିମାଡରେ ପୁଅର ମୃତ୍ୟୁ ଘଟିଥିବା ବେଳେ, ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରକନ୍ତରା ଅଞ୍ଚଳର ଅଭିମନ୍ୟୁ ଜେନା ଓ ତାଙ୍କ ପୁଅ ଅନୀଲ ଜେନାଙ୍କ ପୁଅ…

ଖୋର୍ଦ୍ଧା ଗଣଦୁଷ୍କର୍ମ ସତ୍ୟାସତ୍ୟ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ, ପିଡ଼ିତା କିଛିଦିନ ତଳେ ନିଜକୁ ବିଧାୟକଙ୍କ ପତ୍ନୀ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଅଞ୍ଚଳରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଜଣେ ଯୁବତୀ । ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ପିଡ଼ିତା ଖଣ୍ଡଗିରି ଅଞ୍ଚଳରୁ କାରରେ ଲିଫ୍ଟ ନେଇଯାଇଥିବାରୁ ଖୋର୍ଦ୍ଧା ପୋଲିସ ଏହି କେସ ପାଇଁ ଖଣ୍ଡଗିରି ପୋଲିସର…

ଚଳନ୍ତା କାରରେ ଯୁବତୀଙ୍କୁ ବଳାତ୍କାର କରି ରାସ୍ତାରେ ଫିଙ୍ଗିଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳନ୍ତା କାରରେ ଯୁବତୀଙ୍କୁ ବଳାତ୍କାର କରି ରାସ୍ତା କଡରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଅଞ୍ଚଳରେ ଘଟିଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ପିଏନ କଲେଜ ନିକଟ ଶ୍ମଶାନ ପାଖରୁ ପିଡ଼ିତା ଯୁବତୀଙ୍କୁ ର୍ମୁମୁଷ…