ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ଧଳ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ହେବାପରେ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ । ଗତକାଲି ଚଢ଼ଉ ବେଳେ ଧଳ ସାମନ୍ତ ଭାଇଙ୍କ ଘରୁ ୧୬ଟି ବନ୍ଧୁକ ସହ ୧୦୯୫ ରାଉଣ୍ଡ ଗୁଳି ଜବତ କରିଛି କମିଶନରେଟ ପୁଲିସ । ଘରର ଇଣ୍ଟେରିୟର ଡିଜାଇନ ଭିତରୁ ବନ୍ଧୁକ ସହ ଗୁଳି ଜବତ କରାଯାଇଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି । ୨୦୧୬ ଜାନୁଆରୀ ୨୯ ତାରିଖରୁ ଧଳସାମନ୍ତ ଗିରଫ ହୋଇ ଜେଲରେ ଅଛନ୍ତି । ଏହା ମଧ୍ୟରେ ୪ ବର୍ଷ ବିତି ଥିଲେ ମଧ୍ୟ ସେମାନଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ ହେଉଛି ।

Leave A Reply

Your email address will not be published.