ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୀତ ଦିନ ଆସିବା ମାତ୍ରେ କେଶରେ ବହୁ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ ।

ଶୀତ ଦିନ ଆସିବା ମାତ୍ରେ କେଶରେ ବହୁ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ।

ଶୀତ ଦିନରେ ମୁଣ୍ଡରେ ହେଉଥିବା ରୂପି ଓ ତାଦ୍ୱରା ହେଉଥିବା କ୍ଷତିକୁ ରୋକିବାକୁ ହେଲେ ଆପଣଙ୍କୁ ନିଜର ସ୍କାଲ୍ପକୁ ମଶ୍ଚୋରାଇଜ ରଖନ୍ତୁ ।
ମୁଣ୍ଡ ସଫା କରିବା ପୂର୍ବରୁ କେଶରେ ଅଳ୍ପ ଉଷୁମ ତେଲ ମାଲିସ୍ କରନ୍ତୁ। ଏହା କେବଳ ରୂପି ସହ ଲଢେଇ କରିବାରେ ସହାୟକ ହୁଏ ତାହା ନୁହେଁ ବରଂ ସ୍କାଲ୍ପକୁ ମଶ୍ଚରାଇସ କରିଥାଏ। ତେଲ ମାଲିସ୍ ଦ୍ୱାରା କେଶ ମଜବୁତ୍ ହେବା ସହ କେଶକୁ ପୋଷକ ଯୋଗାଇଥାଏ ।
କେମିକାଲ ଦ୍ରବ୍ୟଠାରୁ କେଶକୁ ଦୁରେଇ ରଖନ୍ତୁ। ଏହାର ଅଧିକ ବ୍ୟବହାର କେଶର ମୁଲାୟମକୁ ନଷ୍ଟ କରିଥାଏ । ଯାହା ମଧ୍ୟ ରୂପିର କାରଣ ହୋଇଥାଏ। ଜିଙ୍ଗ୍, ଭିଟାମିନ୍ ବି, ଓମେଗା 3 ଓ ଫ୍ୟାଟି ଏସିଡ୍ ଥିବା ସ୍ୟାମ୍ପୋର ବ୍ୟବହାର କେଶ ପାଇଁ ଭଲ ।

Sikhsya
Barta

Leave A Reply

Your email address will not be published.