ମନ୍ଦିର ଭିତରେ ଆତ୍ମହତ୍ୟା

0

କୋରାପୁଟ ଜିଲ୍ଲା  ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଗୁମ୍ଫା ମଧ୍ୟରେ ଥିବା ମହାପ୍ରଭୁଙ୍କ ଲିଙ୍ଗ ସମ୍ମୁଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗୁମ୍ଫା ଭିତରେ ଥିବା କ୍ଲାମ୍ପରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି l

 

Leave A Reply

Your email address will not be published.