ଶ୍ବଶୁରକୁ ପିଟିପିଟି ମାରିଦେଲା ବୋହୁ, ପୋଲିସର ଛାନ୍‌ଭିନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ରିଘାଗଡ ଗାଁରେ ଅଭାବନୀୟ ଘଟଣା । ଶ୍ବଶୁରକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବୋହୁ । ମୃତକ ହେଲେ ଶ୍ରୀନିବାସ ବେଉରିଆ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଟ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଅଭିଯ଼ୋଗ ପରେ ଅଭିଯୁକ୍ତ ବୋହୁ କବିତା ବେଉରିଆ ରାଜନଗର ଥାନାରେ ଅଟକ ଅଛି । ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆାରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.