ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ରାଜ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jan 11, 2021 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଆମସେନା ଗୁରୁକୁଳ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ରହ୍ମଚାରୀଙ୍କ ନାମ ସଂଗରକର କ୍ରାସାମ ଓ ତାଙ୍କ ଘର ଆସାମ କାରବୀ ଆଳମରେ ବୋଲି ଜଣାଯାଇଛି State 0 Share FacebookTwitterGoogle+ReddItWhatsAppPinterestEmail