ଭୁଲରେ ମଙ୍ଗଳବାର କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

0

ଭୁଲରେ ବି ମଙ୍ଗଳବାର ଦିନ ଏହି କାମ କରନ୍ତୁ ନାହିଁ ,ନହେଲେ ବରବାଦ ହେଇଯିବେ ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ଏହି ପାଞ୍ଚ ଟି କାମ କରି ଥାଏ ତାର ବରବାଦି କୁ ସ୍ଵୟଂ ବଜରଙ୍ଗବାଲୀ ମଧ୍ୟ ଅଟକାଇ ପାରିବେ ନାହିଁ |ଏପରି ବ୍ୟକ୍ତି ଙ୍କ ଉପରେ ଦୁଃଖ ର ବାଦଲ ଛାଇ ଯାଇ ଥାଏ |ଭଗବାନ ହନୁମାନ ଏହି ବ୍ୟକ୍ତି ଙ୍କ ଜୀବନ ରେ ମହା ପ୍ରଳୟ ଆଣିଥାନ୍ତି |ସେଥିପାଇଁ ମଙ୍ଗଳବାର ଦିନ ଭୁଲ ରେ ବି ଏହି କାମ କରନ୍ତୁ ନାହିଁ |ମଙ୍ଗଳବାର ଏବଂ ଶନି ବାର ଦିନ ଭଗବାନ ହନୁମାନ ଙ୍କର ପୂଜା କରା ଯାଇଥାଏ |ତେବେ ଚାଲନ୍ତୁ ଜାଣିବା ସେହି ଭୁଲ ଯାହା ଆପଣଙ୍କୁ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ |

ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ |ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ଵାରା କିନ୍ନର ସନ୍ତାନ ଜନ୍ମ ହୋଇ ଥାନ୍ତି | ସେଥି ପ୍ରତି ସାବଧାନ ରହିବା ଉଚିତ l

ଦ୍ଵିତୀୟ ରେ ହେଉଛି ଏହି ଦିନ କ୍ଷୀର ତିଆରି ଜିନିଷ ଖାଇବା ଅନୁଚିତ |ଏହି ଦିନ କ୍ଷୀର ରେ ତିଆରି ମିଠା ଖାଇବା ଉଚିତ ନୁହେଁ କାରଣ କ୍ଷୀର କୁ ଚନ୍ଦ୍ରମା ଙ୍କ କାରକ ବୋଲି କୁହା ଯାଇଥାଏ |ଚନ୍ଦ୍ରମା ଏବଂ ମଙ୍ଗଳ ଦୁହେଁ ଦୁହିଙ୍କ ବିରୋଧି ହୋଇଥିବା ରୁ ଏହି ଦିନ କ୍ଷୀର ତିଆରି ଜିନିଷ ଖାଇବା ଉଚିତ ନୁହେଁ |

ତୃତୀୟ କାମ ଟି ହେଉଛି ଲୁହା ଜିନିଷ କିଣନ୍ତୁ ନାହିଁ |ଶନି ବାର ପରି ମଙ୍ଗଳବାର ମଧ୍ୟ ଲୁହା ଜିନିଷ କିଣନ୍ତୁ ନାହିଁ |ଏହି ଦିନ ଖାସ କରି ଲୁହା ନିର୍ମିତ ଧାରୁଆ ଜିନିଷ କିଣନ୍ତୁ ନାହିଁ |

ଏହା ବ୍ଯତୀତ ମଙ୍ଗଳବାର ଦିନ ନଖ ,ଚୁଟି ଆଦି କାଟିବା ଉଚିତ ନୁହେଁ |ଏପରି କରିବା ଦ୍ଵାରା ହନୁମାନ ରାଗି ଥାଆନ୍ତି | ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଏହି ଦିନ କ୍ରୟ କରିବା ଅନୁଚିତ |

ମଙ୍ଗଳବାର ଦିନ ଏହା କିଣିବା ଉଚିତ ନୁହେଁ |ପଞ୍ଚମ କାମ ଟି ହେଉଛି ଏହି ଦିନ ମାଛ ,ମାଂସ ,ମଦ ଆଦି ରୁ ଦୂର ରେ ରୁହନ୍ତୁ |ଏହି ଦିନ ଏହି ସବୁ ଜିନିଷ ସେବନ କଲେ ଭଗବାନ ହନୁମାନ ଙ୍କର କ୍ରୋଧ ର ସାମ୍ନା କରିବାକୁ ପଡେ |ସେଥିପାଇଁ ଏହି ସବୁ ଭୁଲ କରନ୍ତୁ ନାହିଁ |

SOA post below
Leave a comment